1.
ଇଶ୍ୱର ବଚନ ମଉଶ ରେ ଦେହବନ୍ତ ହୋଇ ଥିଲା (ଯୀଶୁନିଜେ) 1- ଯୀଶୁ ଖ୍ରୀଷ୍ଟ ଆଶାର ଉଜଳ ଆଟସନ୍l ହେ ସବୁ ଉଜଳ ଭାବେ କାଏଟା?
Hint
2.
କାହାର ସବ୍ଦ ମରୁଭୂମିରେ ଆବାଜ ସ୍ଵର ରେ ବଡ଼ ଆବାସ କରି ଏହିଁ ଉଜଳ କେ ସାକ୍ଷୀ ଦେଇ କହିଲେ ସୋରରେ ପ୍ରଭୁ ଲାଗି ରାସ୍ତା ସିଧା କର
Hint
3.
କାନା ଗାଁର ଗୋଟେକ ବିହାଘରେ ଯୀଶୁ ଜଳ କେ ଅଙ୍ଗୁର ରେ ତିଆରି କଲେ ଲୋକମାନେ ତାଙ୍କର୍ ଉପରେ ବିଶ୍ବାସ କଲେ ଯୀଶୁ ର କଥାମାନି କରି ପାତ୍ର ରେ ପାଣିକେଭର୍ତି କଲେ?
Hint
4.
ଯୀରୁଶାଳମ ରେ ଯୀଶୁ ଅନେକ୍ ଅଦ୍ଭୁତ କାମ୍ କଲେ କେନ୍ତା ସେ ଲୋକମାଙ୍କର ପାଖରେ ନିଜ କେ ବିଶ୍ବାସର ସବୁ ବୋଝ କେ ଦେଲେ ନାହିଁ କାଏକାଯେ?
Hint
5.
ଯୀଶୁ ନିକଦମ୍ କେ ଶିକ୍ଷା ଦେଲେ ଯିହୂଦୀ ପରିଷଦର ଲୋକ କେନ୍ ଅଟସନ୍l ସେମାନେ ରାତି ରେ ଭେଟଲେ ଯୀଶୁ ଲାଗି ପ୍ରଶ୍ନ କାଣା ଥିଲା?
Hint
6.
ଉଜଳ ଠାରୁ ଜାଗତକାଏଟା ଭଲ ପାଇସି?
Hint
7.
ଯୀଶୁ ଶମୀରଣୀୟମାଇଜି ଜୀବନରେ ପରିବର୍ତ୍ତନ ଆନ୍ ବାକେ ଇଚ୍ଛା କଲେ l ଯୀଶୁ ତାକେକେନଟାନେଭେଟଲେ?
Hint
8.
ଯେତେବେଳେ ଯୀଶୁ କହିଥିଲେ ତମେ ଯାଇପାର ତମର ପିଲା ବଞ୍ଚିବା କାଇଟା ହେଲା?
Hint
9.
ବେଥେସଦା ବନ୍ଧେ ଯୀଶୁ 38 ବର୍ଷର ପକ୍ଷlଘତ ରୋଗୀ କେ ଭଲକଲେl ଯୀଶୁ ଇ ଲୋକ କେ ଦୁଇଟା ସାମାନ୍ ଦେଲେ ସେ ଟା କାଣା?
Hint
10.
ଯୋହନ 5:39 ପଦ କେ ପଡ଼ ଏହିଁ ପଦ ଅନୁସାରେ ଆମେ ତାଙ୍କର ପିଲା ଭାବରେ ଯୀଶୁର ଠାରୁ ମନା କରୁଛୁକି?
Hint
11.
ଯୀଶୁ 5000 ଲୋକକେ ଖାଇବାକେ ଦେଲେ ସେମାନ୍ କେ ଶିଖାଇବାକେ ସେ କାଏ ଗୁଣ ଦେଲେ
Hint
12.
ଯୀଶୁ ପାଣି ଉପରେ ଚାଲ ସନ୍ ଡଙ୍ଗା ରେ ଥିବା ବେଳେ ଚେଲା ମାନେ ଡରିଗଲେ ଯୀଶୁ କାଣା କlଏଟା କଏଲେ
Hint
13.
ଯୀଶୁ ତମ୍ବୁ ଡଙ୍ଗାରେ ଶିକ୍ଷା ଦେଉଥିଲେ କେନ ତାହାକେ ବିଶ୍ବାସ କଲେ, କେନ ଲୋକମାନକେ ଯୁକ୍ତି କରୁଛ ସେ କାଏଟା ଶିକ୍ଷା ଦେଲେ
Hint
14.
ଜଗତ କାଏ କାଯେ ଯୀଶୁ କେ ଘୃଣା କରସି?
Hint
15.
ବ୍ୟଭିଚାରରେ ଧରା ପଡିଥିଲା ଗୋଟେ ମାଇଜି କେ ଯୀଶୁ କ୍ଷମା କରସନ୍ ତାର ପ୍ରକୃତି କାଏଟା ଯାହା ତାକେ ଗର୍ବ ନ୍ୟାୟ କରୁଥିବା?
Hint
16.
ଯୀଶୁ କେ ଜୀବନ୍ ମାର ବାର ଲୋକ ଆରୁ ମିଛ କହୁ ବୋଲି ଡାକସନ୍
Hint
17.
ଜନମରୁ କଣା ହୋଇଥିଲା ଲୋକକେ ଯୀଶୁ ଭଲ କଲେ ସେ ତାକେକେନ୍ତା କରି ଭଲ କଲେ ଏବଂ ସେ ତାକେ କାଣା କଏବାକେକଏଲେ?
Hint
18.
ଫାରୁଶୀମାନେ ଦାବି କରୁଛନ୍ ଯେ ବିଶ୍ରାମବାର ରେ ଯୀଶୁ ଗୋଟେ ପାପପୂର୍ଣ୍ଣ କାମ କରୁଛନ୍ ସେମାନେ ଅହଙ୍କାର ଇର୍ଷା ଓ ଗର୍ବ ଥିଲେ?
Hint
19.
ଯୀଶୁ ଆମର ଭଲ ମେଣ୍ଡା ଚରାଇବାର ଲୋକ ଓ ଆମେ ତାର ମେଣ୍ଡା ପରି ଆମେ ତିନିଟା ଜିନିଷ କାଏଟା କରବା ଠିକ୍?
Hint
20.
ଏହିଁ ଭଲ ମେଣ୍ଡା ଚରାଇବା ଲୋକ ଆମର ଲାଗି କାଣା କରସନ୍ ତାର ମେଣ୍ଡା ଲାଗି?
Hint
21.
ବେଥନିୟl ରେ ଯୀଶୁ ଗୋଟେ ଲୋକ କେ ମରିବାରୁ ବଚାଲେ ସେ କେନ୍ତାଟା ଆର୍ ତାର ଭଏନ୍ମାନଙ୍କର ନା କାଣା?
Hint
22.
ଯୀଶୁ ମାରିୟମ୍ ଓ ମାର୍ଥା ସଙ୍ଗେ କାନ୍ଦେଲେ ଆର୍ ଲାଜର କେ ମରି ଥିଲା ଜିନ୍ଦା କଲେ ଇଉତ୍ତଭୂତ୍ଉଦ୍ଦେଶ୍ଯ କାଣା?
Hint
23.
ଯୀଶୁ ଗୋଟେ ଗଧ ଉପରେ ବିଜୟୀ ହୋଇ ଯୀରୁଶାଲମକୁ ଆସୁ ଛନ୍ତି ଲୋକମାନେ ତାଁକେ ଦେଖିଲା ପରେ ହଲ୍ ହାଲ କରି କାଣା କଲେ
Hint
24.
ଯୀଶୁ ହେସନଜାଗତର ଆଲୋକ ଯାହା ଆମକୁ ରକ୍ଷା କର ସନ୍ ଯଦି ଆମେ ଏହା କେ ବିଶ୍ଵାସ କର ମୁଁ, ଆମେ ଅନ୍ଧIରେ ରହିଁ ନାହିଁ ପାରୁ ଆ ମେ କେନ୍ତା କରି ଆଲୋକ ନେ ଚାଲବା? ଯୀଶୁ ଆମ୍ କେ କାଣା ଚେତାବନିଦେଶନ୍?
Hint
25.
ଯୀଶୁ ନମ୍ର ଭାବରେ ଚେଲାମାନକେଗୋଡ଼ଦୋଇଦେଲେI ଇଟା ଛାତିର ଆଧାର୍ମିକସଫI ଏବଂ ନମ୍ରତା ପ୍ରତିକ ଅଟେ ଅନ୍ୟଥା ଇଶ୍ଵରଙ୍କ ରାଜ୍ୟରେ ଆମର ଅଂଶ ନାହିଁ ରହିପାରେ ଆମର ଲାଗି ଯୀଶୁ କାଣା ଆଦେଶ ଦେଲେ?
Hint
26.
ଚେଲା ମାନକେ ଜେନ୍ ଶିକ୍ଷା ଦେଉଥିଲେ ସେ ନୂଆ ଶିକ୍ଷା କାଣା?
Hint
27.
ଯୀଶୁ ଆର୍ ତାଙ୍କର ବାପା ଦେଖ୍ ବାକେ ସମାନ ଡିସ୍ ସନ୍ ଯୀଶୁ ଫିଲିପ୍ କେ କେନ୍ତା କରି ପ୍ରାର୍ଥନା କରବାର ଅଛେସିକୋଉଛନ୍l
Hint
28.
ଯୀଶୁ ଆମର ଲାଗି ପବିତ୍ର ଆତ୍ମା କେ ପଠାଲେ, ସେ ଆମର ପରମ ପିତା ଆର୍ ସତ୍ୟ ର ଆତ୍ମା ସେ କେନ୍ ନେ ରହୁଛନ୍, ତାଙ୍କର୍ ଭୂମିକା କାଣା?
Hint
29.
ଯୀଶୁ ସତରେ ଦ୍ରାକ୍ଷାଲତା, ଆର୍ ଆମେ ତାଙ୍କର୍ ଶାଖା, ଆମେ କେନ୍ତା କରି ଫଳ ଉତ୍ପନ୍ନ କରିମା
Hint
30.
ଯୀଶୁ ତାଙ୍କର ସାଙ୍ଗ ହେବାରେ ବାଛିଛନ୍ ଆର୍ ଆମେ କେନ୍ତା କରି ରହିବାର ଅଛେl
Hint
31.
ସତ୍ୟ ର ଆତ୍ମା ଆମ୍ କେ କେନ୍ କେନ୍ ବିଷୟରେ ଶିକ୍ଷା ଦେବେ?
Hint
32.
ପବିତ୍ର ଆତ୍ମାକେ ଆମର ଶିକ୍ଷା ଦାତା କଏସନ୍ ଲ ତାଙ୍କର୍ ଶିକ୍ଷା କାଣା?
Hint
33.
ଯୀଶୁ ସମସ୍ତଙ୍କ ଲାଗି ପ୍ରାର୍ଥନା କରୁଛନ୍, ତାଙ୍କର୍ ଅନୁରୋଧ କାଣା?
Hint
34.
ଯେତେବେଳେ ଆମେ ଯୀଶୁ ର ସଙ୍ଗେ ରହୁଛୁ ଆରୁ ସେ ଆମର ସହିତ ସମ୍ପୂର୍ଣ୍ଣ ଭାବରେ ବାସ କରନ୍ତି ଆରୁ ଏକତା ଆଣୀଥାଉ
Hint
35.
ଇସ୍କIରିୟତଯିହୂଦl ଯୀଶୁଙ୍କୁ ବିଶ୍ବାସ ଘାତ କଲେ, ଯୀଶୁ କଏଲେ ପିତା ଜେନ୍ ପାନ ପାତ୍ର ଦେଇଛନ୍ ସେଥିରୁ ପିଇବି ନାହିଁ କି l ଏଠIରେ କପ ବା ପାନ ପାତ୍ର ର ଅର୍ଥ କାଣା?
Hint
36.
ପିତାର ଯୀଶୁ କେ କେତେ ଥର ନାହିଁ ଜାନେ ବଳି କଏଲା ସେ ଅସ୍ୱୀକାର କଲା ପରେ କାଣା ହେଲା? ଯୋହନ 13.83 ପଦ ରେ ପଡ଼
Hint
37.
ପ୍ରଭୁ ଯୀଶୁ ଙ୍କୁ କାଏ କାଯେଯିହୂଦୀମାନେକୃଶ ଉପରେ ଚଡେଇବା କେ ଚାହୁଥିଲେ?
Hint
38.
ଯୀଶୁ ପ୍ରଭୁଙ୍କର ଯଦି ଶରୀର ଭାଙ୍ଗିଲା ନାହିଁ, କୃଶରୁ ଯୀଶୁ ଶେଷରେ କାଣା କଏଲେ?
Hint
39.
ସକାଳେ ମାଗଦାଲିନି ମରିଆମ କବର ଦେଖଲା ଆର କାଏ ଟା କର୍ଲା
Hint
40.
କବର ପାଖରେ ବସି ମାଗଦାଲିନି ମରିୟମ କାନ୍ଦୁଥିଲେ ଯୀଶୁଏହା ଦେଖି ପରେ କଣା କହିଲେ
Hint
41.
ପିତର ତୃତୀୟ ଥର ଯୀଶୁଙ୍କୁ ଭଲ ପାଏସନ୍ ବୋଲି କହିଛନ୍ ଯୀଶୁ କେ ଅନୁସର୍ କରବା ବ୍ୟତୀତ ଯୀଶୁଙ୍କର ଆଦେଶ କାଣା ଥିଲା?
Hint
42.
ଶିଷ୍ୟ ଯୋହନସୁସମାଚାର ବିଷୟରେ ସାକ୍ଷୀ ଦେଲେ ଆରୁ ପୁସ୍ତକ ଲେଖଲେ ସେ ପୁସ୍ତକ କେନ୍ତା କରି ସାରାଲେl ତାଙ୍କର ଶେଷ ଶବ୍ଦ କାଣା?
Hint
Note: All the questions must be answered before submitting the quiz.