1.
ଇଶ୍ୱରଙ୍କ ବାକ୍ୟ ମାଂସ ରେ ଦେହବନ୍ତ ହୋଇଥାଏ (ଯୀଶୁ ନିଜେ ) ୧. ଯୀଶୁ ଖ୍ରୀଷ୍ଟ ଆଶାର ଆଲୋକ ଅଟନ୍ତି .ଏହି ପ୍ରକୃତ ଆଲୋକର ଉଦେଶ୍ୟ କଣ ?
Hint
2.
କାହାର ସ୍ୱର ମରୁଭୂମିରେ ଉଚ୍ଚସ୍ୱର ରେ ଚିତ୍କାର କରି ଏହି ଆଲୋକ କୁ ସାକ୍ଷ୍ୟ ଦେଇ କହିଲେ. ଅନୁତାପ କର ପ୍ରଭୁଙ୍କ ପାଇଁ ପଥ ସଳଖ କର ?
Hint
3.
କାନା ନଗର ରେ ଏକ ବିବାହରେ ଯୀଶୁ ଜଳ କୁ ଦ୍ରାକ୍ଷାରସ ରେ ପରିଣତ କରିବା ଦ୍ୱାରା , ଲୋକମାନେ ତାଙ୍କ ଉପରେ ବିଶ୍ୱାସ କଲେ , ଏବଂ କିଏ ଯୀଶୁଙ୍କ କଥା ମାନି ପାତ୍ରକୁ ପାଣିରେ ପୂର୍ଣ୍ଣ କଲେ ?
Hint
4.
ଯୀରୂଶାଲମରେ ଯୀଶୁ ଅନେକ ଚମତ୍କାର କଲେ .କିନ୍ତୁ ସେ ଲୋକମନଙ୍କ ନିକଟରେ ନିଜକୁ ବିଶ୍ୱାସପୂର୍ବକ ଭାରର୍ପଣ ଦେଲେ ନାହିଁ , କାହିଁକି ?
Hint
5.
ଯୀଶୁ ନୀକଦୀମଙ୍କୁ ଶିକ୍ଷା ଦିଅନ୍ତି , ଯିହୂଦୀ ପରିଷଦର ସଦସ୍ୟ କିଏ ଅଟନ୍ତି , ସେମାନେ ରାତ୍ରୀରେ ସାକ୍ଷତ କରନ୍ତି? ଯୀଶୁଙ୍କ ପ୍ରତି ତାଙ୍କର ପ୍ରଶ୍ନ କଣ ଥିଲା ?
Hint
6.
ଆଲୋକ ପରିବର୍ତ୍ତେ ଜଗତ କଣ ଭଲ ପାଏ ?
Hint
7.
ଯୀଶୁ ଶମୀରଣୀୟ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଇଛା କଲେ ଯୀଶୁ ତାଙ୍କୁ କେଉଁଠାରେ ଭେଟିଲେ ?
Hint
8.
ଯେତେବେଳେ ଯୀଶୁ କହିଥିଲେ, "ତୁମେ ଯାଇ ପାରିବ, ତୁମର ପୁଅ ବଞ୍ଚିବ" କଣ ହେଲା ?
Hint
9.
ବେଥେସଦା ପୁଷ୍କରଣୀରେ ଯୀଶୁ ୩୮ବର୍ଷ ର ପକ୍ଷlଘାତ ରୋଗୀକୁ ସୁସ୍ଥ କଲେ . ଯୀଶୁ ଏହି ବ୍ୟକ୍ତିଙ୍କୁ ଦୁଇ ବସ୍ତୁ ପ୍ରଦାନ କଲେ ଏହା କଣ ?
Hint
10.
ଯୋହନ .୫.୩୯ ପଦକୁ ପାଠ କରନ୍ତୁ ,ଏହି ପଦ ଅନୁସା ରେ ଆମେ . ତାଙ୍କ ସନ୍ତାନ ଭାବରେ . ଯୀଶୁଙ୍କ ଠାରୁ ମନା କରୁଛୁ କି ?
Hint
11.
ଯୀଶୁ ୫୦୦୦ ଲୋକଙ୍କୁ ଖାଇବାକୁ ଦିଅନ୍ତି .ସେମାନଙ୍କୁ ପୋଷଣ କରିବାକୁ ସେ କଣ ଗୁଣ କଲେ ?
Hint
12.
ଯୀଶୁ ଜଳ ଉପରେ ଚାଲନ୍ତି , ଡଙ୍ଗାରେ ଥିବା ଶିଷ୍ୟମାନେ ଭୟଭୀତ ହେଲେ ,ଯୀଶୁ କଣ କହିଲେ ?
Hint
13.
ଯୀଶୁ ତମ୍ବୁ ପର୍ବତରେ ଶିକ୍ଷା ଦେଉଛନ୍ତି , କେହି ତାଙ୍କୁ ବିଶ୍ୱାସ କଲେ , କେହି ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି ସେ କଣ ଶିକ୍ଷା ଦେଲେ ?
Hint
14.
ଜଗତ କାହିଁକି ଯୀଶୁଙ୍କୁ ଘୃଣା କରେ ?
Hint
15.
ବ୍ୟଭିଚାର ରେ ଧରାଯାଇଥିବା ଜଣେ ମହିଳାଙ୍କୁ ଯୀଶୁ କ୍ଷମା କରନ୍ତି , ତାଙ୍କର ବିବୃତି କ’ଣ ଯାହା ତାଙ୍କର କ୍ରୋଧ, ବିଚାର କରୁଥିବା ଜନତାଙ୍କଠାରୁ ଉଦ୍ଧାର କଲେ ?
Hint
16.
ଯୀଶୁ କିଏ ହତ୍ୟାକାରୀ ଓ ମିଥ୍ୟବାଦି ବୋଲି ଡାକନ୍ତି ?
Hint
17.
ଜନ୍ମରୁ ଅନ୍ଧ ହୋଇଥିବା ବ୍ୟକ୍ତିଙ୍କୁ ଯୀଶୁ ସୁସ୍ଥ କଲେ , ସେ ତାଙ୍କୁ କିପରି ସୁସ୍ଥ କଲେ ଏବଂ ସେ ତାଙ୍କୁ କ’ଣ କରିବାକୁ କହିଲେ ?
Hint
18.
ଫାରୁଶୀମାନେ ଦାବି କରିଛନ୍ତି ଯେ ବିଶ୍ରାମବାର ରେ ଯୀଶୁ ଏକ ପାପପୂର୍ଣ କାର୍ଯ୍ୟ କରିଛନ୍ତି , ସେମାନେ ଇର୍ଷା ପରାୟଣ ଓ କ୍ରୋଧିତ ଥିଲେ , କିନ୍ତୁ ସୁସ୍ଥ ଅନ୍ଧ କଣ ସାକ୍ଷ୍ୟ ଦେଲା ?
Hint
19.
ଯୀଶୁ ଆମର ଉତ୍ତମ ମେଷପାଲୋକ ଏବଂ ଆମେ ତାଙ୍କର ପୋଲ , ତାଙ୍କ ପୋଲ ପରି ଆମେ ୩ ଟି ଜିନିଷ କ’ଣ କରିବା ଉଚିତ ?
Hint
20.
ଏହି ଉତ୍ତମ ମେଷ ପାଲୋକ ଆମ ପାଇଁ କ’ଣ କରନ୍ତି , ତାଙ୍କର ମେଷ ନିମନ୍ତେ ?
Hint
21.
ବେଥନୀୟାରେ ଯୀଶୁ ଜଣେ ଲୋକଙ୍କୁ ମୃତ୍ୟୁରୁ ପୁନରୁଥିତ କଲେ ସେ କିଏ ଏବଂ ଭଉଣୀମାନଙ୍କ ନାମ କ’ଣ ?
Hint
22.
ଯୀଶୁ ମରିୟମ ଏବଂ ମାର୍ଥାଙ୍କ ସହିତ କାନ୍ଦନ୍ତି ଏବଂ ଲାଜାରଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ ଏହି ଚମତ୍କାରର ଉଦ୍ଦେଶ୍ୟ କ’ଣ?
Hint
23.
ଯୀଶୁ ଏକ ଗଧ ଉପରେ ବିଜୟୀ ହୋଇ ଯିରୁଶାଲମକୁ ପ୍ରବେଶ କରୁଛନ୍ତି , ଲୋକମାନେ ତାଙ୍କୁ ଦେଖିବା ପରେ ପାଟି କରି କ’ଣ କଲେ?
Hint
24.
ଯୀଶୁ ହେଉଛନ୍ତି ଜଗତର ଆଲୋକ ଯାହା ଆମକୁ ରକ୍ଷା କରେ ଯଦି ଆମେ ଏହା ବିଶ୍ୱାସ କରୁ, ଆମେ ଅନ୍ଧକାରରେ ରହିପାରିବା ନାହିଁ! ଆମେ କିପରି ଆଲୋକରେ ଚାଲିବା? ଯୀଶୁ ଆମକୁ କ’ଣ ଚେତାବନୀ ଦେଉଛନ୍ତି?
Hint
25.
ଯୀଶୁ ନମ୍ର ଭାବରେ ଶିଷ୍ୟମାନଙ୍କୁ ପାଦ ଧୋଇଲେ , ଏହା ହୃଦୟର ଆଧ୍ୟ୍ୟମିକ ପରିଷ୍କାର ଏବଂ ନମ୍ରତା ପ୍ରତୀକ ଅଟେ ଅନ୍ୟଥା ଇଶ୍ୱରଙ୍କ ରାଜ୍ୟରେ ଆମର ଅଂଶ ରହିପାରିବ ନାହିଁ . ଆମ ପାଇଁ ଯୀଶୁଙ୍କ ଆଦେଶ କ’ଣ ?
Hint
26.
ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିବା ନୂତନ ଆଦେଶ କ’ଣ?
Hint
27.
ଯୀଶୁ ଏବଂ ତାଙ୍କ ପିତା ସମାନ ଅଟନ୍ତି, ଯୀଶୁ କିପରି ଫିଲିପଙ୍କୁ ପ୍ରାର୍ଥନା କରିବା କୁ ଶିଖାଉଛନ୍ତି ?
Hint
28.
. ଯୀଶୁ ଆମ ପାଇଁ ପବିତ୍ର ଆତ୍ମା ପ୍ରତିଜ୍ଞl କରନ୍ତି , ସେ ଆମର ପରମ ପିତା ଏବଂ ସତ୍ୟର ଆତ୍ମl ସେ କେଉଁଠାରେ ରହନ୍ତି ? ତାଙ୍କର ଭୂମିକା କଣ?
Hint
29.
ଯୀଶୁ ପ୍ରକୃତ ଦ୍ରାକ୍ଷାଲତା. ଆମେ ଶାଖା. ଆମେ କିପରି ଫଳ ଉତ୍ପନ୍ନ କରିପାରିବା ?
Hint
30.
ଯୀଶୁ ଆମମାନଙ୍କୁ ତାହାଙ୍କର ବନ୍ଧୁ ହେବାକୁ ବାଛିଛନ୍ତି , ଯୀଶୁଙ୍କ ବନ୍ଧୁ ଭାବରେ ରହିବାକୁ ଆମେ କ’ଣ କରିବା ?
Hint
31.
ସତ୍ୟର ଆତ୍ମା ଆମକୁ କେଉଁ ଦୁଇଗୋଟି ବିଷୟରେ ଶିଖାଇବ?
Hint
32.
ପବିତ୍ର ଆତ୍ମାଙ୍କୁ ଆମର ପରାମର୍ଶ ଦାତା କୁହାଯାଏ ? ତାଙ୍କର ପରାମର୍ଶ କଣ ?
Hint
33.
ଯୀଶୁ ସମସ୍ତ ବିଶ୍ୱାସୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି , ତାଙ୍କ ଅନୁରୋଧ କ’ଣ ?
Hint
34.
ଯେତେବେଳେ ଆମେ ଯୀଶୁଙ୍କ ସହିତ ବାସ କରୁ ଏବଂ ସେ ଆମ ସହିତ ବାସ କରନ୍ତି ଆମେ ସମ୍ପୂର୍ଣ ଏକତା ଆଣିଥାଉ .
Hint
35.
ଇସ୍କlରିୟତ ଯିହୁଦା ଯୀଶୁଙ୍କୁ ବିଶ୍ଵାସ ଘାତ କଲେ ଯୀଶୁ କୁହନ୍ତି ପିତା ମୋତେ ଦେଇଥିବା ପାନରୁ ମୁଁ ପିଇବି ନାହିଁ କି ? ଏଠାରେ କପ ବା ପାନ ପତ୍ରର ଅର୍ଥ କଣ ?
Hint
36.
ପିତର ଯୀଶୁଙ୍କୁ କେତେଥର ଅସ୍ୱୀକାର କଲେ ? ସେ ଅସ୍ୱୀକାର କରିବା ପରେ କଣ ହେଲା ? ଯୋହନ ୧୩ .୮୩ ପଦକୁ ଅନୁସରଣ କରନ୍ତୁ
Hint
37.
ଯୀହୁଦିମାନେ ଯୀଶୁଙ୍କୁ କୃଶ ରେ ଚଢାଇବା ପାଁଇ କାହିଁକି ଚାଁହୁଥିଲେ ?
Hint
38.
ତାଙ୍କର କୌଣସି ଅସ୍ଥି ଭାଙ୍ଗିଲା ନାହିଁ କୃଶରୁ ଯୀଶୁଙ୍କର ଶେଷ ଶବ୍ଦ କଣ ଥିଲା ?
Hint
39.
ପ୍ରଭାତରେ ମଗ୍ଦଲୀନୀ ମରିୟମ ଖାଲି କବର ଦେଖିଲେ ଓ ସେ କ’ଣ କଲେ ?
Hint
40.
କାନ୍ଦୁଥିଲେ, ମଗ୍ଦଲୀନୀ ମରିୟମ କବର ପାଖରେ ଅପେକ୍ଷା କରନ୍ତି ଯୀଶୁ ତାଙ୍କର ଲାଳସା ଦେଖିଲେ ଏହା ପରେ କ’ଣ ହେବ?
Hint
41.
ପିତର ତୃତୀୟଥର ନିଶ୍ଚିତ କରିଛନ୍ତି ଯେ ସେ ଯୀଶୁଙ୍କୁ ଭଲ ପାଆନ୍ତି ,ଯୀଶୁଙ୍କୁ ଅନୁସରଣ କରିବା ବ୍ୟତୀତ ଯୀଶୁଙ୍କ ଆଦେଶ କଣ ଥିଲା ?
Hint
42.
ଶିଷ୍ୟ ଯୋହନ ଏହି ସୁସମାଚାର ସତ୍ୟତା ବିଷୟରେ ସାକ୍ଷ୍ୟ ଦେଲେ ଏବଂ ଏହି ପୁସ୍ତକ ଲେଖିଲେ , ସେ ପୁସ୍ତକ କିପରି ସମାପ୍ତ କରିବେ ? ତାଙ୍କ ଶେଷ ଶବ୍ଦଗୁଡିକ କଣ ?
Hint
Note: All the questions must be answered before submitting the quiz.